ରାଜଵିଦ୍ଯା ରାଜଗୁହ୍ଯଯୋଗ - ଆୟାତ ଶ୍ଲୋକ 20

ରାଜଵିଦ୍ଯା ରାଜଗୁହ୍ଯଯୋଗ

ଶ୍ଲୋକ 20

ତ୍ରୈଵିଦ୍ଯା ମାଂ ସୋମପାଃ ପୂତପାପା

ଯଜ୍ଞୈରିଷ୍ଟ୍ଵା ସ୍ଵର୍ଗତିଂ ପ୍ରାର୍ଥଯନ୍ତେ |

ତେ ପୁଣ୍ଯମାସାଦ୍ଯ ସୁରେନ୍ଦ୍ରଲୋକ-

ମଶ୍ନନ୍ତି ଦିଵ୍ଯାନ୍ଦିଵି ଦେଵଭୋଗାନ୍ ||୯-୨୦||

ଅନୁବାଦ

ଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।

କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।

ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।

ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ

  • ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
  • ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
  • ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
Video Generation Preview

ଗଭୀର ନିମଜ୍ଜନ ଅନୁଭବ କରନ୍ତୁ

ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।