ରାଜଵିଦ୍ଯା ରାଜଗୁହ୍ଯଯୋଗ - ଆୟାତ ଶ୍ଲୋକ 21

ରାଜଵିଦ୍ଯା ରାଜଗୁହ୍ଯଯୋଗ

ଶ୍ଲୋକ 21

ତେ ତଂ ଭୁକ୍ତ୍ଵା ସ୍ଵର୍ଗଲୋକଂ ଵିଶାଲଂ

କ୍ଷୀଣେ ପୁଣ୍ଯେ ମର୍ତ୍ଯଲୋକଂ ଵିଶନ୍ତି |

ଏଵଂ ତ୍ରଯୀଧର୍ମମନୁପ୍ରପନ୍ନା

ଗତାଗତଂ କାମକାମା ଲଭନ୍ତେ ||୯-୨୧||

ଅନୁବାଦ

ସ୍ୱର୍ଗର ଅପରିମିତ ସୁଖ ଭୋଗ କରି ସେମାନଙ୍କର ଗଚ୍ଛିତ ପୁଣ୍ୟ ଯେତେବେଳେ ହ୍ରାସ ପାଇଥାଏ, ସେମାନେ ପୁନର୍ବାର ପୃଥିବୀ ଲୋକକୁ ଫେରି ଆସନ୍ତି । ସୁତରାଂ ଯେଉଁମାନେ ବୈଦିକ କର୍ମକାଣ୍ଡ ଅନୁଷ୍ଠାନ କରି, ଭୋଗ୍ୟବସ୍ତୁର କାମନା କରିଥାଆନ୍ତି, ସେମାନେ ବାରମ୍ବାର ପୃଥିବୀ ଲୋକକୁ ଯିବା ଆସିବା କରିଥାଆନ୍ତି ।

କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।

ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।

ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ

  • ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
  • ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
  • ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
Video Generation Preview

ଗଭୀର ନିମଜ୍ଜନ ଅନୁଭବ କରନ୍ତୁ

ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।