ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 19
ଶ୍ଲୋକ 19
ତପାମ୍ଯହମହଂ ଵର୍ଷଂ ନିଗୃହ୍ଣାମ୍ଯୁତ୍ସୃଜାମି ଚ |
ଅମୃତଂ ଚୈଵ ମୃତ୍ଯୁଶ୍ଚ ସଦସଚ୍ଚାହମର୍ଜୁନ ||୯-୧୯||
Translation
ହେ ଅର୍ଜୁନ, ସୂର୍ଯ୍ୟ ରୂପରେ ମୁଁ ଉତ୍ତାପ ବିକିରଣ କରେ; ବୃଷ୍ଟି କରାଏ ଏବଂ ବନ୍ଦ କରାଏ । ମୁଁ ଅମରତ୍ୱ ତଥା ମୃତ୍ୟୁର ମୂର୍ତ୍ତିମନ୍ତ ସ୍ୱରୂପ ଅଟେ । ମୁଁ ଉଭୟ ସଜୀବ ଏବଂ ନିର୍ଜୀବ ବସ୍ତୁ ଅଟେ ।