ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 14
ଶ୍ଲୋକ 14
ସତତଂ କୀର୍ତଯନ୍ତୋ ମାଂ ଯତନ୍ତଶ୍ଚ ଦୃଢଵ୍ରତାଃ |
ନମସ୍ଯନ୍ତଶ୍ଚ ମାଂ ଭକ୍ତ୍ଯା ନିତ୍ଯଯୁକ୍ତା ଉପାସତେ ||୯-୧୪||
Translation
ସର୍ବଦା ମୋର ଦିବ୍ୟ ଯଶ ଗାନ କରି, ଅତ୍ୟନ୍ତ ଦୃଢ଼ ବିଶ୍ୱାସର ସହିତ ବିନମ୍ର ଭାବରେ ନତମସ୍ତକ ହୋଇ, ସେମାନେ ପ୍ରେମମୟ ଭକ୍ତିରେ ନିରନ୍ତର ମୋର ଉପାସନା କରନ୍ତି ।