ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 13
ଶ୍ଲୋକ 13
ମହାତ୍ମାନସ୍ତୁ ମାଂ ପାର୍ଥ ଦୈଵୀଂ ପ୍ରକୃତିମାଶ୍ରିତାଃ |
ଭଜନ୍ତ୍ଯନନ୍ଯମନସୋ ଜ୍ଞାତ୍ଵା ଭୂତାଦିମଵ୍ଯଯମ୍ ||୯-୧୩||
Translation
ହେ ପାର୍ଥ! ଯେଉଁ ମହାତ୍ମାମାନେ ମୋର ଦୈବୀଶକ୍ତିର ଶରଣାପନ୍ନ ହୋଇଥାଆନ୍ତି, ସେମାନେ ମୋତେ ସମଗ୍ର ସୃଷ୍ଟିର ଆଦିକାରଣ, ଶ୍ରୀକୃଷ୍ଣ ରୂପରେ ଜାଣନ୍ତି । ସେମାନେ ଅନନ୍ୟ ଭାବରେ ମୋର ଭକ୍ତିରେ ନିମଗ୍ନ ରହନ୍ତି ।