ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 28
ଶ୍ଲୋକ 28
ଵେଦେଷୁ ଯଜ୍ଞେଷୁ ତପଃସୁ ଚୈଵ
ଦାନେଷୁ ଯତ୍ପୁଣ୍ଯଫଲଂ ପ୍ରଦିଷ୍ଟମ୍ |
ଅତ୍ଯେତି ତତ୍ସର୍ଵମିଦଂ ଵିଦିତ୍ଵା
ଯୋଗୀ ପରଂ ସ୍ଥାନମୁପୈତି ଚାଦ୍ଯମ୍ ||୮-୨୮||
Translation
ଯେଉଁ ଯୋଗୀମାନେ ଏହି ରହସ୍ୟକୁ ଜାଣନ୍ତି, ସେମାନେ ବୈଦିକ ପୂଜା-ବ୍ରତାଦି, ବେଦ ଅଧ୍ୟୟନ, ଯଜ୍ଞାଦିକ ଅନୁଷ୍ଠାନ, ଦାନ, କର୍ମ, ତପତ୍ସର୍ଯ୍ୟା ଇତ୍ୟାଦିର ଫଳ ଠାରୁ ଉଚ୍ଚତର ଫଳ ପ୍ରାପ୍ତ କରି ଥାଆନ୍ତି । ଏପରି ଯୋଗୀମାନେ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥାଆନ୍ତି ।