ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 20
ଶ୍ଲୋକ 20
ପରସ୍ତସ୍ମାତ୍ତୁ ଭାଵୋଽନ୍ଯୋଽଵ୍ଯକ୍ତୋଽଵ୍ଯକ୍ତାତ୍ସନାତନଃ |
ଯଃ ସ ସର୍ଵେଷୁ ଭୂତେଷୁ ନଶ୍ଯତ୍ସୁ ନ ଵିନଶ୍ଯତି ||୮-୨୦||
Translation
ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଉର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି । ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ ହୁଏ ନାହିଁ ।