ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 19
ଶ୍ଲୋକ 19
ଭୂତଗ୍ରାମଃ ସ ଏଵାଯଂ ଭୂତ୍ଵା ଭୂତ୍ଵା ପ୍ରଲୀଯତେ |
ରାତ୍ର୍ଯାଗମେଽଵଶଃ ପାର୍ଥ ପ୍ରଭଵତ୍ଯହରାଗମେ ||୮-୧୯||
Translation
ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମ ଗ୍ରହଣ କରନ୍ତି ଏବଂ ରାତିର ଆଗମନରେ, ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ, ସେମାନେ ବିଲୁପ୍ତ ହୋଇଯାଆନ୍ତି ।