ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 21
ଶ୍ଲୋକ 21
ଅଵ୍ଯକ୍ତୋଽକ୍ଷର ଇତ୍ଯୁକ୍ତସ୍ତମାହୁଃ ପରମାଂ ଗତିମ୍ |
ଯଂ ପ୍ରାପ୍ଯ ନ ନିଵର୍ତନ୍ତେ ତଦ୍ଧାମ ପରମଂ ମମ ||୮-୨୧||
Translation
ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ, ସେଠାରେ ପହଞ୍ôଚବା ପରେ ଜୀବ ଏହି ମାୟିକ ଜଗତକୁ ଫେରେ ନାହିଁ । ତାହା ମୋର ପରମ ଧାମ ଅଟେ ।