ଧ୍ଯାନଯୋଗ - Verse ଶ୍ଲୋକ 19
ଶ୍ଲୋକ 19
ଯଥା ଦୀପୋ ନିଵାତସ୍ଥୋ ନେଙ୍ଗତେ ସୋପମା ସ୍ମୃତା |
ଯୋଗିନୋ ଯତଚିତ୍ତସ୍ଯ ଯୁଞ୍ଜତୋ ଯୋଗମାତ୍ମନଃ ||୬-୧୯||
Translation
ଦୀପଶିଖା ବାୟୁ ପ୍ରବାହିତ ହେଉ ନ ଥିବା ସ୍ଥାନରେ ନିଶ୍ଚଳ ରହିବା ପରି, ଜଣେ ଯୋଗୀଙ୍କର ପୂର୍ଣ୍ଣ ଶୃଙ୍ଖଳିତ ମନ ପରମାତ୍ମାଙ୍କ ଧ୍ୟାନରେ ସ୍ଥିର ରହିଥାଏ ।