ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 36
ଶ୍ଲୋକ 36
ଅପି ଚେଦସି ପାପେଭ୍ଯଃ ସର୍ଵେଭ୍ଯଃ ପାପକୃତ୍ତମଃ |
ସର୍ଵଂ ଜ୍ଞାନପ୍ଲଵେନୈଵ ଵୃଜିନଂ ସନ୍ତରିଷ୍ଯସି ||୪-୩୬||
Translation
ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।