ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 35
ଶ୍ଲୋକ 35
ଯଜ୍ଜ୍ଞାତ୍ଵା ନ ପୁନର୍ମୋହମେଵଂ ଯାସ୍ଯସି ପାଣ୍ଡଵ |
ଯେନ ଭୂତାନ୍ଯଶେଷେଣ ଦ୍ରକ୍ଷ୍ଯସ୍ଯାତ୍ମନ୍ଯଥୋ ମଯି (var ଅଶେଷାଣି) ||୪-୩୫||
Translation
ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, ତୁମେ ସମସ୍ତ ପ୍ରାଣୀଙ୍କୁ ପରମାତ୍ମାଙ୍କର ଅଂଶ ଭାବରେ ଏବଂ ମୋ ମଧ୍ୟରେ ଦେଖିବ ।