ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 25
ଶ୍ଲୋକ 25
ଦୈଵମେଵାପରେ ଯଜ୍ଞଂ ଯୋଗିନଃ ପର୍ଯୁପାସତେ |
ବ୍ରହ୍ମାଗ୍ନାଵପରେ ଯଜ୍ଞଂ ଯଜ୍ଞେନୈଵୋପଜୁହ୍ଵତି ||୪-୨୫||
Translation
କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି । ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସଂପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି ଉପାସନା କରନ୍ତି ।