କର୍ମଯୋଗ - Verse ଶ୍ଲୋକ 32
ଶ୍ଲୋକ 32
ଯେ ତ୍ଵେତଦଭ୍ଯସୂଯନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ |
ସର୍ଵଜ୍ଞାନଵିମୂଢାଂସ୍ତାନ୍ଵିଦ୍ଧି ନଷ୍ଟାନଚେତସଃ ||୩-୩୨||
Translation
ଯେଉଁମାନେ ଜ୍ଞାନହୀନ ଏବଂ ବିଚାର ଶକ୍ତି ବିହୀନ ହୋଇଥିବା କାରଣରୁ ମୋର ଉପଦେଶରେ ତ୍ରୁଟି ଦର୍ଶନ କରିଥାଆନ୍ତି, ସେମାନେ ଏହି ସିଜ୍ଞାନ୍ତର ଅବମାନନା କରି, ନିଜର ଅଧଃପତନ କରିଥାଆନ୍ତି ।