କର୍ମଯୋଗ - Verse ଶ୍ଲୋକ 31
ଶ୍ଲୋକ 31
ଯେ ମେ ମତମିଦଂ ନିତ୍ଯମନୁତିଷ୍ଠନ୍ତି ମାନଵାଃ |
ଶ୍ରଦ୍ଧାଵନ୍ତୋଽନସୂଯନ୍ତୋ ମୁଚ୍ଯନ୍ତେ ତେଽପି କର୍ମଭିଃ ||୩-୩୧||
Translation
ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ।