କର୍ମଯୋଗ - Verse ଶ୍ଲୋକ 24
ଶ୍ଲୋକ 24
ଉତ୍ସୀଦେଯୁରିମେ ଲୋକା ନ କୁର୍ଯାଂ କର୍ମ ଚେଦହମ୍ |
ସଙ୍କରସ୍ଯ ଚ କର୍ତା ସ୍ଯାମୁପହନ୍ଯାମିମାଃ ପ୍ରଜାଃ ||୩-୨୪||
Translation
ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।