କର୍ମଯୋଗ - Verse ଶ୍ଲୋକ 25
ଶ୍ଲୋକ 25
ସକ୍ତାଃ କର୍ମଣ୍ଯଵିଦ୍ଵାଂସୋ ଯଥା କୁର୍ଵନ୍ତି ଭାରତ |
କୁର୍ଯାଦ୍ଵିଦ୍ଵାଂସ୍ତଥାସକ୍ତଶ୍ଚିକୀର୍ଷୁର୍ଲୋକସଂଗ୍ରହମ୍ ||୩-୨୫||
Translation
ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।