ସାଂଖ୍ଯଯୋଗ - Verse ଶ୍ଲୋକ 18
ସାଂଖ୍ଯଯୋଗ
ଶ୍ଲୋକ 18
ଅନ୍ତଵନ୍ତ ଇମେ ଦେହା ନିତ୍ଯସ୍ଯୋକ୍ତାଃ ଶରୀରିଣଃ |
ଅନାଶିନୋଽପ୍ରମେଯସ୍ଯ ତସ୍ମାଦ୍ଯୁଧ୍ଯସ୍ଵ ଭାରତ ||୨-୧୮||
Translation
କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର ।