ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 66
ମୋକ୍ଷସଂନ୍ଯାସଯୋଗ
ଶ୍ଲୋକ 66
ସର୍ଵଧର୍ମାନ୍ପରିତ୍ଯଜ୍ଯ ମାମେକଂ ଶରଣଂ ଵ୍ରଜ |
ଅହଂ ତ୍ଵା ସର୍ଵପାପେଭ୍ଯୋ ମୋକ୍ଷଯିଷ୍ଯାମି ମା ଶୁଚଃ ||୧୮-୬୬||
Translation
ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି, କେବଳ ମୋର ଶରଣାଗତ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ଭୟ କରନାହିଁ ।