ଶ୍ରଦ୍ଧାତ୍ରଯଵିଭାଗଯୋଗ - Verse ଶ୍ଲୋକ 2
ଶ୍ଲୋକ 2
ଶ୍ରୀଭଗଵାନୁଵାଚ |
ତ୍ରିଵିଧା ଭଵତି ଶ୍ରଦ୍ଧା ଦେହିନାଂ ସା ସ୍ଵଭାଵଜା |
ସାତ୍ତ୍ଵିକୀ ରାଜସୀ ଚୈଵ ତାମସୀ ଚେତି ତାଂ ଶୃଣୁ ||୧୭-୨||
Translation
ଭଗବାନ କହିଲେ: ପ୍ରତ୍ୟେକ ମନୁଷ୍ୟ ଅନ୍ତର୍ନିହିତ ଶ୍ରଦ୍ଧା ସହିତ ଜନ୍ମ ହୋଇଥାନ୍ତି, ଯହା ତିନି ପ୍ରକାରର ହୋଇଥାଏ - ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ । ବର୍ତ୍ତମାନ ଏହି ବିଷୟରେ ମୋଠାରୁ ଶୁଣ ।