ଗୁଣତ୍ରଯଵିଭାଗଯୋଗ - Verse ଶ୍ଲୋକ 26
ଶ୍ଲୋକ 26
ମାଂ ଚ ଯୋଽଵ୍ଯଭିଚାରେଣ ଭକ୍ତିଯୋଗେନ ସେଵତେ |
ସ ଗୁଣାନ୍ସମତୀତ୍ଯୈତାନ୍ବ୍ରହ୍ମଭୂଯାଯ କଲ୍ପତେ ||୧୪-୨୬||
Translation
ବିଶୁଦ୍ଧ ଭକ୍ତିରେ ଯେଉଁମାନେ ମୋର ସେବା କରନ୍ତି, ସେମାନେ ଭୌତିକ ପ୍ରକୃତିର ତ୍ରିଗୁଣରୁ ଊର୍ଦ୍ଧ୍ୱଗାମୀ ହୋଇ ବ୍ରହ୍ମ ସ୍ତରରେ ପହଞ୍ôଚଥାନ୍ତି ।