କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ - Verse ଶ୍ଲୋକ 19
ଶ୍ଲୋକ 19
ଇତି କ୍ଷେତ୍ରଂ ତଥା ଜ୍ଞାନଂ ଜ୍ଞେଯଂ ଚୋକ୍ତଂ ସମାସତଃ |
ମଦ୍ଭକ୍ତ ଏତଦ୍ଵିଜ୍ଞାଯ ମଦ୍ଭାଵାଯୋପପଦ୍ଯତେ ||୧୩-୧୯||
Translation
କ୍ଷେତ୍ରର ସ୍ୱରୂପ, ଜ୍ଞାନର ଅର୍ଥ ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧରେ ମୁଁ ତୁମକୁ କହିଲି । କେବଳ ମୋର ଭକ୍ତମାନେ ଏହାକୁ ବାସ୍ତବରେ ବୁଝିପାରନ୍ତି ଏବଂ ତଦ୍ୱାରା ସେମାନେ ମୋର ଦିବ୍ୟଗୁଣ ପ୍ରାପ୍ତ କରନ୍ତି ।