ଵିଶ୍ଵରୂପଦର୍ଶନଯୋଗ - Verse ଶ୍ଲୋକ 54
ଶ୍ଲୋକ 54
ଭକ୍ତ୍ଯା ତ୍ଵନନ୍ଯଯା ଶକ୍ଯ ଅହମେଵଂଵିଧୋଽର୍ଜୁନ |
ଜ୍ଞାତୁଂ ଦ୍ରଷ୍ଟୁଂ ଚ ତତ୍ତ୍ଵେନ ପ୍ରଵେଷ୍ଟୁଂ ଚ ପରନ୍ତପ ||୧୧-୫୪||
Translation
ହେ ଅର୍ଜୁନ! କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ହିଁ ମୁଁ ତୁମ ସମ୍ମୁଖରେ ଯେପରି ଠିଆ ହୋଇଛି, ସେପରି ଦୃଶ୍ୟ ହେବି । ହେ ଶତୃହନ୍ତା! ମୋର ଦିବ୍ୟ ଦୃଷ୍ଟି ପ୍ରାପ୍ତ କରି, ଜଣେ ବାସ୍ତବରେ ମୋ ଭିତରେ ପ୍ରବେଶ କରିପାରିବ ।