ଵିଶ୍ଵରୂପଦର୍ଶନଯୋଗ - Verse ଶ୍ଲୋକ 49
ଶ୍ଲୋକ 49
ମା ତେ ଵ୍ଯଥା ମା ଚ ଵିମୂଢଭାଵୋ
ଦୃଷ୍ଟ୍ଵା ରୂପଂ ଘୋରମୀଦୃଙ୍ମମେଦମ୍ |
ଵ୍ଯପେତଭୀଃ ପ୍ରୀତମନାଃ ପୁନସ୍ତ୍ଵଂ
ତଦେଵ ମେ ରୂପମିଦଂ ପ୍ରପଶ୍ଯ ||୧୧-୪୯||
Translation
ମୋର ଏହି ଭୟଙ୍କର ରୂପ ଦେଖି ଭୟଭୀତ ହୁଅ ନାହିଁ କିମ୍ବା ବିଚଳିତ ହୁଅନାହିଁ । ନିର୍ଭୟ ହୋଇ ପ୍ରସନ୍ନ ଚିତ୍ତରେ, ପୁଣିଥରେ ମୋର ସାକାର ରୂପ ଦର୍ଶନ କର ।