ଵିଭୂତିଯୋଗ - Verse ଶ୍ଲୋକ 10
ଶ୍ଲୋକ 10
ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ଵକମ୍ |
ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ||୧୦-୧୦||
Translation
ଯେଉଁମାନଙ୍କର ମନ ପ୍ରେମମୟ ଭକ୍ତିରେ ସର୍ବଦା ମୋଠାରେ ସଂଲଗ୍ନ ରହିଥାଏ, ମୁଁ ସେମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ।