ଵିଭୂତିଯୋଗ - Verse ଶ୍ଲୋକ 40
ଶ୍ଲୋକ 40
ନାନ୍ତୋଽସ୍ତି ମମ ଦିଵ୍ଯାନାଂ ଵିଭୂତୀନାଂ ପରନ୍ତପ |
ଏଷ ତୂଦ୍ଦେଶତଃ ପ୍ରୋକ୍ତୋ ଵିଭୂତେର୍ଵିସ୍ତରୋ ମଯା ||୧୦-୪୦||
Translation
ହେ ଶତ୍ରୁଜୟୀ! ମୋ ଦିବ୍ୟ ପ୍ରକାଶର ଅନ୍ତ ନାହିଁ । ଯାହା ମୁଁ ତୁମ ସମ୍ମୁଖରେ ଘୋଷଣା କଲି ତାହା କେବଳ ମୋର ଅନନ୍ତ ଐଶ୍ୱର୍ଯ୍ୟର ନମୁନା ଅଟେ ।