ଵିଭୂତିଯୋଗ - Verse ଶ୍ଲୋକ 36
ଶ୍ଲୋକ 36
ଦ୍ଯୂତଂ ଛଲଯତାମସ୍ମି ତେଜସ୍ତେଜସ୍ଵିନାମହମ୍ |
ଜଯୋଽସ୍ମି ଵ୍ଯଵସାଯୋଽସ୍ମି ସତ୍ତ୍ଵଂ ସତ୍ତ୍ଵଵତାମହମ୍ ||୧୦-୩୬||
Translation
ଛଳ ମଧ୍ୟରେ ମୁଁ ଜୁଆଖେଳ ଅଟେ । ତେଜସ୍ୱୀ ମାନଙ୍କର ମୁଁ ତେଜ ଅଟେ । ବିଜୟୀ ମାନଙ୍କର ମୁଁ ଦୃଢ଼ସଙ୍କଳ୍ପ ଅଟେ ଓ ପୁଣ୍ୟାତ୍ମାମାନଙ୍କର ମୁଁ ସଦ୍ଗୁଣ ଅଟେ ।