ଵିଭୂତିଯୋଗ - Verse ଶ୍ଲୋକ 3
ଶ୍ଲୋକ 3
ଯୋ ମାମଜମନାଦିଂ ଚ ଵେତ୍ତି ଲୋକମହେଶ୍ଵରମ୍ |
ଅସମ୍ମୂଢଃ ସ ମର୍ତ୍ଯେଷୁ ସର୍ଵପାପୈଃ ପ୍ରମୁଚ୍ଯତେ ||୧୦-୩||
Translation
ଯେଉଁମାନେ ମୋତେ ଅଜନ୍ମା, ଅନାଦି ଏବଂ ବିଶ୍ୱର ପରମ ପ୍ରଭୁ ରୂପରେ ଜାଣନ୍ତି, ମୃତ୍ୟୁଲୋକର ସେହି ବ୍ୟକ୍ତିମାନେ ମାୟାରେ ମୋହିତ ହୁଅନ୍ତି ନାହିଁ ଏବଂ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ।