ଵିଭୂତିଯୋଗ - Verse ଶ୍ଲୋକ 1
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ଭୂଯ ଏଵ ମହାବାହୋ ଶୃଣୁ ମେ ପରମଂ ଵଚଃ |
ଯତ୍ତେଽହଂ ପ୍ରୀଯମାଣାଯ ଵକ୍ଷ୍ଯାମି ହିତକାମ୍ଯଯା ||୧୦-୧||
Translation
ଭଗବାନ କହିଲେ: ହେ ବୀର! ମୋର ଦିବ୍ୟ ଉପଦେଶ ପୁନର୍ବାର ଶ୍ରବଣ କର । ତୁମେ ମୋର ପ୍ରିୟ ସଖା ଅଟ । ତେଣୁ ତୁମର ମଙ୍ଗଳ କାମନା କରି ମୁଁ ସେସବୁକୁ ତୁମ ନିକଟରେ ପ୍ରକାଶ କରୁଅଛି ।