ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 43
ଶ୍ଲୋକ 43
ଦୋଷୈରେତୈଃ କୁଲଘ୍ନାନାଂ ଵର୍ଣସଙ୍କରକାରକୈଃ |
ଉତ୍ସାଦ୍ଯନ୍ତେ ଜାତିଧର୍ମାଃ କୁଲଧର୍ମାଶ୍ଚ ଶାଶ୍ଵତାଃ ||୧-୪୩||
Translation
ପରିବାରର ପରମ୍ପରାକୁ ନଷ୍ଟ କରୁଥିବା ଲୋକଙ୍କର ଦୁର୍ଷ୍କମ ଯୋଗୁଁ, ଜାରଜ ସନ୍ତାନମାନେ ଉତ୍ପନ୍ନ ହୁଅନ୍ତି ଓ ଜାତିଧର୍ମ ଏବଂ କୁଳ ଧର୍ମ ଲୋପପାଇ ଯାଏ ।