ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 31
ଶ୍ଲୋକ 31
କ୍ଷିପ୍ରଂ ଭଵତି ଧର୍ମାତ୍ମା ଶଶ୍ଵଚ୍ଛାନ୍ତିଂ ନିଗଚ୍ଛତି |
କୌନ୍ତେଯ ପ୍ରତିଜାନୀହି ନ ମେ ଭକ୍ତଃ ପ୍ରଣଶ୍ଯତି ||୯-୩୧||
Translation
ସେମାନେ ଖୁବ୍ଶୀଘ୍ର ଧର୍ମାତ୍ମା ହୋଇଯାଆନ୍ତି ଏବଂ ଚିର ଶାନ୍ତି ଲାଭ କରିଥାଆନ୍ତି । ହେ କୁନ୍ତି ପୁତ୍ର! ଏହା ଘୋଷଣା କର ଯେ ମୋ ଭକ୍ତର କେବେ ବି ପତନ ହେବ ନାହିଁ ।