ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 24
ଶ୍ଲୋକ 24
ଅହଂ ହି ସର୍ଵଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେଵ ଚ |
ନ ତୁ ମାମଭିଜାନନ୍ତି ତତ୍ତ୍ଵେନାତଶ୍ଚ୍ଯଵନ୍ତି ତେ ||୯-୨୪||
Translation
ମୁଁ ହିଁ ସମସ୍ତ ଯଜ୍ଞର ଅଧିଷ୍ଠାତା ଏବଂ ଉପଭୋକ୍ତା ଅଟେ । କିନ୍ତୁ ଯେଉଁମାନେ ମୋର ଦିବ୍ୟ ସ୍ୱରୂପକୁ ଜାଣନ୍ତି ନାହିଁ, ସେମାନେ ପୁନର୍ଜନ୍ମକୁ୍ମ ପ୍ରାପ୍ତ ହୁଅନ୍ତି ।