ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 23
ଶ୍ଲୋକ 23
ଯେଽପ୍ଯନ୍ଯଦେଵତା ଭକ୍ତା ଯଜନ୍ତେ ଶ୍ରଦ୍ଧଯାନ୍ଵିତାଃ |
ତେଽପି ମାମେଵ କୌନ୍ତେଯ ଯଜନ୍ତ୍ଯଵିଧିପୂର୍ଵକମ୍ ||୯-୨୩||
Translation
ହେ କୁନ୍ତି ପୁତ୍ର! ଯେଉଁମାନେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଅନ୍ୟ ଦେବତା ମାନଙ୍କର ଉପାସନା କରନ୍ତି, ସେମାନେ ମଧ୍ୟ ମୋର ହିଁ ଉପାସନା କରନ୍ତି । କିନ୍ତୁ, ଏହା ସେମାନେ ଅବିଧି ପୂର୍ବକ କରିଥାଆନ୍ତି ।