ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 1
ଶ୍ଲୋକ 1
ଶ୍ରୀଭଗଵାନୁଵାଚ |
ଇଦଂ ତୁ ତେ ଗୁହ୍ଯତମଂ ପ୍ରଵକ୍ଷ୍ଯାମ୍ଯନସୂଯଵେ |
ଜ୍ଞାନଂ ଵିଜ୍ଞାନସହିତଂ ଯଜ୍ଜ୍ଞାତ୍ଵା ମୋକ୍ଷ୍ଯସେଽଶୁଭାତ୍ ||୯-୧||
Translation
ଭଗବାନ କହିଲେ: ହେ ଅର୍ଜୁନ, ଯେହେତୁ ତୁମେ ମୋ ପ୍ରତି ଈର୍ଷା ପରାୟଣ ନୁହଁ, ବର୍ତ୍ତମାନ ମୁଁ ତୁମକୁ ଏହି ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି, ଯାହା ଜାଣିବା ପରେ ତୁମେ ମାୟିକ ସଂସାରର ଦୁଃଖରୁ ମୁକ୍ତ ହୋଇଯିବ ।