ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 21
ଶ୍ଲୋକ 21
ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧଯାର୍ଚିତୁମିଚ୍ଛତି |
ତସ୍ଯ ତସ୍ଯାଚଲାଂ ଶ୍ରଦ୍ଧାଂ ତାମେଵ ଵିଦଧାମ୍ଯହମ୍ ||୭-୨୧||
Translation
ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।