ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 19
ଶ୍ଲୋକ 19
ବହୂନାଂ ଜନ୍ମନାମନ୍ତେ ଜ୍ଞାନଵାନ୍ମାଂ ପ୍ରପଦ୍ଯତେ |
ଵାସୁଦେଵଃ ସର୍ଵମିତି ସ ମହାତ୍ମା ସୁଦୁର୍ଲଭଃ ||୭-୧୯||
Translation
ବହୁଜନ୍ମ ଧରି ଆଧ୍ୟାତ୍ମିକ ସାଧନା କରିବା ପରେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରି, ମୁଁ(ଶ୍ରୀକୃଷ୍ଣ) ହିଁ ସବୁକିଛି ଜାଣି, ମୋର ଶରଣାଗତ ହୋଇଥାଏ । ଏପରି ମହାନ ଆତ୍ମା ଅତ୍ୟନ୍ତ ବିରଳ ଅଟନ୍ତି ।