କର୍ମସଂନ୍ଯାସଯୋଗ - Verse ଶ୍ଲୋକ 21
ଶ୍ଲୋକ 21
ବାହ୍ଯସ୍ପର୍ଶେଷ୍ଵସକ୍ତାତ୍ମା ଵିନ୍ଦତ୍ଯାତ୍ମନି ଯତ୍ସୁଖମ୍ |
ସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷଯମଶ୍ନୁତେ ||୫-୨୧||
Translation
ଯେଉଁମାନେ ବାହ୍ୟ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଅନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି, ସେମାନେ ଯୋଗ ଦ୍ୱାରା ଭଗବାନଙ୍କ ସହିତ ମିଳିତ ହୋଇ, ଚିରନ୍ତନ ସୁଖ ଲାଭ କରନ୍ତି ।