ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 32
ଶ୍ଲୋକ 32
ଏଵଂ ବହୁଵିଧା ଯଜ୍ଞା ଵିତତା ବ୍ରହ୍ମଣୋ ମୁଖେ |
କର୍ମଜାନ୍ଵିଦ୍ଧି ତାନ୍ସର୍ଵାନେଵଂ ଜ୍ଞାତ୍ଵା ଵିମୋକ୍ଷ୍ଯସେ ||୪-୩୨||
Translation
ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି । ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହେଉଥିବା ବିଷୟରେ ଜାଣ; ଏହି ଜ୍ଞାନ ମାୟିକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ ।