ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 17
ଶ୍ଲୋକ 17
କର୍ମଣୋ ହ୍ଯପି ବୋଦ୍ଧଵ୍ଯଂ ବୋଦ୍ଧଵ୍ଯଂ ଚ ଵିକର୍ମଣଃ |
ଅକର୍ମଣଶ୍ଚ ବୋଦ୍ଧଵ୍ଯଂ ଗହନା କର୍ମଣୋ ଗତିଃ ||୪-୧୭||
Translation
ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ।