କର୍ମଯୋଗ - Verse ଶ୍ଲୋକ 27
ଶ୍ଲୋକ 27
ପ୍ରକୃତେଃ କ୍ରିଯମାଣାନି ଗୁଣୈଃ କର୍ମାଣି ସର୍ଵଶଃ |
ଅହଙ୍କାରଵିମୂଢାତ୍ମା କର୍ତାହମିତି ମନ୍ଯତେ ||୩-୨୭||
Translation
ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।