କର୍ମଯୋଗ - Verse ଶ୍ଲୋକ 17
ଶ୍ଲୋକ 17
ଯସ୍ତ୍ଵାତ୍ମରତିରେଵ ସ୍ଯାଦାତ୍ମତୃପ୍ତଶ୍ଚ ମାନଵଃ |
ଆତ୍ମନ୍ଯେଵ ଚ ସନ୍ତୁଷ୍ଟସ୍ତସ୍ଯ କାର୍ଯଂ ନ ଵିଦ୍ଯତେ ||୩-୧୭||
Translation
କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।