କର୍ମଯୋଗ - Verse ଶ୍ଲୋକ 11
ଶ୍ଲୋକ 11
ଦେଵାନ୍ଭାଵଯତାନେନ ତେ ଦେଵା ଭାଵଯନ୍ତୁ ଵଃ |
ପରସ୍ପରଂ ଭାଵଯନ୍ତଃ ଶ୍ରେଯଃ ପରମଵାପ୍ସ୍ଯଥ ||୩-୧୧||
Translation
ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ ।