ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 45
ଶ୍ଲୋକ 45
ସ୍ଵେ ସ୍ଵେ କର୍ମଣ୍ଯଭିରତଃ ସଂସିଦ୍ଧିଂ ଲଭତେ ନରଃ |
ସ୍ଵକର୍ମନିରତଃ ସିଦ୍ଧିଂ ଯଥା ଵିନ୍ଦତି ତଚ୍ଛୃଣୁ ||୧୮-୪୫||
Translation
ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି ଲାଭ କରିଥାଏ, ଏବେ ତାହା ମୋ ଠାରୁ ଶୁଣ ।