ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 32
ଶ୍ଲୋକ 32
ଅଧର୍ମଂ ଧର୍ମମିତି ଯା ମନ୍ଯତେ ତମସାଵୃତା |
ସର୍ଵାର୍ଥାନ୍ଵିପରୀତାଂଶ୍ଚ ବୁଦ୍ଧିଃ ସା ପାର୍ଥ ତାମସୀ ||୧୮-୩୨||
Translation
ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।