ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 3
ଶ୍ଲୋକ 3
ତ୍ଯାଜ୍ଯଂ ଦୋଷଵଦିତ୍ଯେକେ କର୍ମ ପ୍ରାହୁର୍ମନୀଷିଣଃ |
ଯଜ୍ଞଦାନତପଃକର୍ମ ନ ତ୍ଯାଜ୍ଯମିତି ଚାପରେ ||୧୮-୩||
Translation
ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଆଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ ।