ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 29
ଶ୍ଲୋକ 29
ବୁଦ୍ଧେର୍ଭେଦଂ ଧୃତେଶ୍ଚୈଵ ଗୁଣତସ୍ତ୍ରିଵିଧଂ ଶୃଣୁ |
ପ୍ରୋଚ୍ଯମାନମଶେଷେଣ ପୃଥକ୍ତ୍ଵେନ ଧନଞ୍ଜଯ ||୧୮-୨୯||
Translation
ହେ ଅର୍ଜୁନ! ତିନୋଟି ଭୌତିକ ଗୁଣ ଅନୁସାରେ, ବୁଦ୍ଧି ଏବଂ ସଂକଳ୍ପର ପ୍ରଭେଦକୁ ମୁଁ ବିସ୍ତୃତ ଭାବରେ ବର୍ଣ୍ଣନା କରୁଛି, ତାହା ତୁମେ ଶ୍ରବଣ କର ।