ଶ୍ରଦ୍ଧାତ୍ରଯଵିଭାଗଯୋଗ - Verse ଶ୍ଲୋକ 20
ଶ୍ଲୋକ 20
ଦାତଵ୍ଯମିତି ଯଦ୍ଦାନଂ ଦୀଯତେଽନୁପକାରିଣେ |
ଦେଶେ କାଲେ ଚ ପାତ୍ରେ ଚ ତଦ୍ଦାନଂ ସାତ୍ତ୍ଵିକଂ ସ୍ମୃତମ୍ ||୧୭-୨୦||
Translation
କୌଣସି ପ୍ରତ୍ୟାଶା ନ ରଖି, କେବଳ ଦାନ କରିବା ଉଚିତ୍ ମନେକରି, ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ସ୍ଥାନରେ ଯେଉଁ ଦାନ ଦିଆଯାଇ ଥାଏ, ତାହାକୁ ସାତ୍ତ୍ୱିକ ଗୁଣଯୁକ୍ତ ଦାନ କୁହାଯାଏ ।