ଦୈଵାସୁରସମ୍ପଦ୍ଵିଭାଗଯୋଗ - Verse ଶ୍ଲୋକ 23
ଶ୍ଲୋକ 23
ଯଃ ଶାସ୍ତ୍ରଵିଧିମୁତ୍ସୃଜ୍ଯ ଵର୍ତତେ କାମକାରତଃ |
ନ ସ ସିଦ୍ଧିମଵାପ୍ନୋତି ନ ସୁଖଂ ନ ପରାଂ ଗତିମ୍ ||୧୬-୨୩||
Translation
ଯେଉଁମାନେ କାମନାର ପ୍ରେରଣାରେ କର୍ମ କରନ୍ତି ତଥା ଶାସ୍ତ୍ରର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି, ଜୀବନରେ ସେମାନେ କୌଣସି ସିଦ୍ଧି, ସୁଖ କିମ୍ବା ନିଜର ଚରମ ଲକ୍ଷ୍ୟକୁ ପ୍ରାପ୍ତ କରି ପାରନ୍ତି ନାହିଁ ।