ଦୈଵାସୁରସମ୍ପଦ୍ଵିଭାଗଯୋଗ - Verse ଶ୍ଲୋକ 24
ଶ୍ଲୋକ 24
ତସ୍ମାଚ୍ଛାସ୍ତ୍ରଂ ପ୍ରମାଣଂ ତେ କାର୍ଯାକାର୍ଯଵ୍ଯଵସ୍ଥିତୌ |
ଜ୍ଞାତ୍ଵା ଶାସ୍ତ୍ରଵିଧାନୋକ୍ତଂ କର୍ମ କର୍ତୁମିହାର୍ହସି ||୧୬-୨୪||
Translation
ଅତଏବ, କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ନିର୍ଣ୍ଣୟ କରିବା ପାଇଁ ଶାସ୍ତ୍ରମାନଙ୍କର ପ୍ରାଧିକରଣକୁ ସ୍ୱୀକାର କର । ଶାସ୍ତ୍ରର ନିୟମ ଏବଂ ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କର ।