ପୁରୁଷୋତ୍ତମଯୋଗ - Verse ଶ୍ଲୋକ 14
ଶ୍ଲୋକ 14
ଅହଂ ଵୈଶ୍ଵାନରୋ ଭୂତ୍ଵା ପ୍ରାଣିନାଂ ଦେହମାଶ୍ରିତଃ |
ପ୍ରାଣାପାନସମାଯୁକ୍ତଃ ପଚାମ୍ଯନ୍ନଂ ଚତୁର୍ଵିଧମ୍ ||୧୫-୧୪||
Translation
ମୁଁ ସମସ୍ତ ପ୍ରାଣୀଙ୍କର ଉଦରରେ ଜଠରାଗ୍ନିର ରୂପ ଧାରଣ କରିଥାଏ ଏବଂ ନିଶ୍ୱାସ ଓ ପ୍ରଶ୍ୱାସ ଦ୍ୱାରା ମିଳିତ ହୋଇ, ଚାରି ପ୍ରକାରର ଖାଦ୍ୟକୁ ହଜମ କରିଥାଏ ଏବଂ ଆତ୍ମସାତ କରିଥାଏ ।